Gayatri Devi Vasudev
“The digital avatars of Jyotisha powered by Astro-Vision have spread awareness and are ideal to today's fast paced life...”
Home Delivery available through CD and via Online Download
Home Delivery available through CD and via Online Download
Home Delivery available through CD and via Online Download
Based on the detailed examination of the horoscope, remedies for the harmful effects of dasa and birth star are provided in the Parihara section
SoulMate analyses the marriage compatibility of a couple,based on the birth stars and the horoscopes
Gems are recommended for birth months as per the western system and for birth stars as per the indian system
YearGuide predicts and analyses Varshaphal for the year
DigiTell, based on the principles of numerology gives a detailed analysis of one's personality, the compatibility between name, number and birth number with its effect on health, profession, marriage and fortune
NameFinder will allow you to find a vast number of names along with its meanings chosen based on your preferences like religion, sex etc
The Pancha- Pakshi system has some resemblance to the Pancha-Bhuta(Five elements)system of Vedic Astrology. Pancha means Five and Pakshi means Bird.
You can control the planetary positions to the exact moment you want.
Based on the Indian system of predictive astrology, the calculations include Planetary Longitudes, Rasi and Navamsa Charts, Dasa/ Bhukti periods, Ashtavarga, Lords of Dasavarga, Bhava Charts etc. General predictions on marriage, education, fortune, special yogas, and the effects of dasa periods with detailed transit forecast for the immediate future are provided. The time zone, longitude and latitude values of thousands of cities the world over, are provided in a built-in database.
Based on the birth stars and the horoscopes, SoulMate analysis the marriage compatibility of a couple. SoulMate software accepts the name, date of birth, birth star, planetary positions and dasa balance details of boys and girls and stores them in a database.
GemFinder software recommends remedial gems suitable for you, based on the birth chart and planetary positions. The planetary effect and dasa-balance are considered for gem recommendation.
Following the Tajika System, the YearGuide predicts and analysis Varshaphal for the year. The Varshaphal period covers an entire year from the day of Varshapravesh, which is approximately from one birthday to another. Forecast can be generated for a total period of upto 10 years.
DigiTell, based on the principles of numerology gives a detailed analysis of one's personality, the compatibility between name number and birth number with its effect on health, profession, marriage and fortune. Lucky harmonic numbers, favorable colors and days are recommended with remedial measures to improve personal performance.
Astro-Vision NameFinder presents you with beautiful and meaningful names for your baby. Here you will find a vast number of names along with its meanings chosen based on your preferences like religion, sex etc., and all you have to do is select the best from this collection.
It is based on ancient literature in Tamil Language. Pancha means Five and Pakshi means Bird. The Pancha- Pakshi system has some resemblance to the Pancha-Bhuta(Five Elements)system of Vedic Astrology. It is believed that the Five Elements represented by five birds, influence and control all the actions of human beings. These five birds take their turns in a special sequence and radiate their powers during day and night.
Instant information on screen with user-friendly visual representations of the planetary positions, qualities of the planets, astrological qualities of the moment, day and night duration, exact Rahu Kala, Gulika Kala, Nazhika-Vinazhika conversion are only some of the highly useful features of the StarClock VX. You can also control the planetary positions to the exact moment you want.
ଜାତକର ପୁଙ୍ଖାନୁପୁଙ୍ଖ ପରୀକ୍ଷା ଆଧାରରେ ପରିହର ବିଭାଗରେ ଅଶୁଭ ଦଶାଗୁଡ଼ିକର ଓ ଜନ୍ମ ନକ୍ଷତ୍ରର ପ୍ରଭାବ ପାଇଁ ଉପଚାର ଦିଆଯାଇଥାଏ।
ସୋଲମେଟ୍ ଜନ୍ମ ନକ୍ଷତ୍ର ଓ ଜାତକ ଆଧାରରେ ଦମ୍ପତିଙ୍କର ବିବାହ ମେଳକ ସମୀକ୍ଷା କରିଥାଏ।
ଜେମ୍ଗୁଡ଼ିକ ପାଶ୍ଚାତ୍ୟ ପ୍ରଣାଳୀ ଅନୁଯାୟୀ ଜନ୍ମ ମାସ ନିମନ୍ତେ ସୁପାରିଶ କରାଯାଇଥାଏ ଏବଂ ଭାରତୀୟ ପ୍ରଣାଳୀ ଅନୁଯାୟୀ ଜନ୍ମ ନକ୍ଷତ୍ର ପାଇଁ ସୁପାରିଶ କରାଯାଇଥାଏ।
ଇଅରଗାଇଡ୍ ବର୍ଷକ ପାଇଁ ବର୍ଷ ଫଳ ଭବିଷ୍ୟବାଣୀ କରିଥାଏ ଓ ସମୀକ୍ଷା କରିଥାଏ
ଡିଜିଟେଲ୍, ସଂଖ୍ୟା ବିଜ୍ଞାନର ନୀତି ଅନୁଯାୟୀ ଜଣକର ବ୍ୟକ୍ତିତ୍ୱ, ନାମ, ସଂଖ୍ୟା ଓ ଜନ୍ମ ସଂଖ୍ୟା ମଧ୍ୟରେ ମେଳକ ସହିତ ସ୍ୱାସ୍ଥ୍ୟ, ବୃତ୍ତି, ବିବାହ ଏବଂ ଭାଗ୍ୟ ଉପରେ ଏହାର ପ୍ରଭାବ ବିସ୍ତୃତ ଭାବରେ ସମୀକ୍ଷା କରିଥାଏ।
ନେମ୍ ଫାଇଣ୍ଡର ଆପଣଙ୍କୁ ବହୁସଂଖ୍ୟକ ନାମ ସହିତ ତାର ଅର୍ଥ ଦର୍ଶାଇଥାଏ, ଯାହାକି ଆପଣଙ୍କର ଧର୍ମ, ଲିଙ୍ଗ ଇତ୍ୟାଦି ଇତ୍ୟାଦିର ପ୍ରାଧାନ୍ୟ ଉପରେ ଆଧାରିତ ହୋଇଥାଏ।
ପଞ୍ଚ-ପକ୍ଷୀ ପ୍ରଣାଳୀର ବୈଦିକ ଜ୍ୟୋତିଷ ବିଜ୍ଞାନର ପଞ୍ଚଭୂତ (ପଞ୍ଚତତ୍ତ୍ୱ) ପ୍ରଣାଳୀର କେତେକ ସାଦୃଶ୍ୟ ରହିଛି। ପଞ୍ଚର ଅର୍ଥ ପାଞ୍ଚ ଏବଂ ପକ୍ଷୀର ଅର୍ଥ ବିହଙ୍ଗ।
ଆପଣ ଅବିକଳ ଯେଉଁ ମୁହୂର୍ତ୍ତ ପାଇଁ ଚାହାନ୍ତି ଆପଣଙ୍କ ଗ୍ରହମାନଙ୍କର ସ୍ଥିତି ନିୟନ୍ତ୍ରଣ କରିପାରିବେ।
ଭବିଷ୍ୟବାଣୀ ଜ୍ୟୋତିଷବିଜ୍ଞାନର ଭାରତୀୟ ପ୍ରଣାଳୀ ଅନୁଯାୟୀ ଏହି ହିସାବ ଅନ୍ତର୍ଭୁକ୍ତ କରେ। ଗ୍ରହମାନଙ୍କର ଅକ୍ଷାଂଶ, ରାଶି ଏବଂ ନବାଂଶ, କୋଷ୍ଠି, ଦଶା/ଭୁକ୍ତି ଅବଧି, ଅଷ୍ଟବର୍ଗ, ଦଶବର୍ଗର ଅଧିପତି, ଭାବ କୋଷ୍ଠି ଇତ୍ୟାଦି। ସାଧାରଣତଃ ବିବାହ, ଶିକ୍ଷା, ଭାଗ୍ୟ, ବିଶେଷଯୋଗ ଏବଂ ଦଶା ଓ ସମୟର ପ୍ରଭାବ ସହିତ ଚଳନର ଭବିଷ୍ୟବାଣୀର ବିବରଣୀ ତଥା ନିକଟ ଭବିଷ୍ୟତର ଭବିଷ୍ୟବାଣୀ ପ୍ରଦାନ କରାଯାଇଥାଏ। ସାରା ବିଶ୍ୱର ହଜାର ହଜାର ସହରର ଅକ୍ଷାଂଶ, ଦ୍ରାଘିମା ଏବଂ ସମୟକ୍ଷେତ୍ର ଇନବିଲ୍ଟ ଡାଟାବେସରେ ପ୍ରଦାନ କରାଯାଇଛି।
ଜନ୍ମ ନକ୍ଷତ୍ର ଏବଂ ଜାତକ ଉପରେ ଆଧାରିତ ସୋଲମେଟ୍ ସମୀକ୍ଷା ହେଉଛି ବିବାହ ପାଇଁ ଦମ୍ପତିଙ୍କର ମେଳକ ସମୀକ୍ଷା । ସୋଲମେଟ୍ ସଫ୍ଟୱେୟାର ପୁଅ ଓ ଝିଅଙ୍କର ନାମ, ଜନ୍ମ ତାରିଖ, ଜନ୍ମ ନକ୍ଷତ୍ର, ଗ୍ରହ ସ୍ଥିତି, ଦଶା ସନ୍ତୁଳନ ବିବରଣୀ ସ୍ୱୀକାର କରିଥାଏ ଓ ଡାଟାବେସରେ ଗଚ୍ଛିତ ରଖିଥାଏ।
ଜେମ୍ଫାଇଣ୍ଡର ସଫ୍ଟୱେୟାର ଆପଣଙ୍କର ଜନ୍ମ କୋଷ୍ଠି ଏବଂ ଗ୍ରହମାନଙ୍କର ସ୍ଥିତି ଆଧାରରେ ଆପଣଙ୍କ ପାଇଁ ଉପଯୁକ୍ତ ଜେମ୍ ସୁପାରିଶ କରିଥାଏ। ଗ୍ରହମାନଙ୍କର ପ୍ରଭାବ ଓ ଦଶା-ସନ୍ତୁଳନକୁ ଗ୍ରହପଥର ବା ରତ୍ନ ପଥର ସୁପାରିଶ କରିବା ପାଇଁ ବିଚାର କରାଯାଇଥାଏ।
ତାଜିକା ପ୍ରଣାଳୀ ଅନୁଯାୟୀ, ଇଅରଗାଇଡ୍ ବର୍ଷକ ପାଇଁ ବର୍ଷ ଫଳର ଭବିଷ୍ୟବାଣୀ ଓ ସମୀକ୍ଷା ପ୍ରଦାନ କରିଥାଏ। ଏହି ବର୍ଷ ଫଳ ଅବଧି ବର୍ଷ ପ୍ରବେଶ ଦିନଠାରୁ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ସମୟକୁ ଅନ୍ତର୍ଭୁକ୍ତ କରିଥାଏ। ଯାହାକି ସାଧାରଣତଃ ଗୋଟିଏ ଜନ୍ମଦିନଠାରୁ ଆଉ ଗୋଟିଏ ଜନ୍ମଦିନ ପର୍ଯ୍ୟନ୍ତ ହୋଇଥାଏ। ଭବିଷ୍ୟବାଣୀକୁ ମଧ୍ୟ 10 ବର୍ଷ ପର୍ଯ୍ୟନ୍ତର ସମୁଦାୟ ଅବଧି ପାଇଁ ଉତ୍ପନ୍ନ କରାଯାଇପାରେ।
ଡିଜିଟେଲ୍ ସାଂଖ୍ୟିକ ବିଜ୍ଞାନର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଉପରେ ଆଧାରିତ ଯାହାକି ନାମ ସଂଖ୍ୟା ଏବଂ ଜନ୍ମ ସଂଖ୍ୟା ମଧ୍ୟରେ ସୁସଙ୍ଗତ ହୋଇଥାଏ ଏବଂ ଏହାର ମଧ୍ୟ ସ୍ୱାସ୍ଥ୍ୟ, ବୃତ୍ତି, ବିବାହ ଏବଂ ଭାଗ୍ୟ ଉପରେ ପ୍ରଭାବ ରହିଥାଏ। ବ୍ୟକ୍ତିଗତ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ଉପଚାର ଭାବରେ ଶୁଭ ରଙ୍ଗ, ଶୁଭ ସଂଖ୍ୟା ଓ ଶୁଭ ବାର ସୁପାରିଶ କରାଯାଇଥାଏ।
ଆପଣଙ୍କ ଶିଶୁ ପାଇଁ ନାମ। ଏଠାରେ ଆପଣ ବହୁ ସଂଖ୍ୟକ ନାମ ସହିତ ତାହାର ଅର୍ଥ ପାଇବେ। ଯାହାକି ଆପଣଙ୍କର ଧର୍ମ, ଲିଙ୍ଗଗତ ପ୍ରାଧାନ୍ୟ ଇତ୍ୟାଦି ଅନୁଯାୟୀ ବାଛି ଦିଆଯାଇଥାଏ ଏବଂ ଆପଣଙ୍କୁ କେବଳ ଏସବୁ ମଧ୍ୟରୁ ଶ୍ରେଷ୍ଠ ନାମଟି ବାଛିବାକୁ ପଡ଼େ।
ଏହା ପ୍ରାଚୀନ ତାମିଲ୍ ଭାଷାର ଶାସ୍ତ୍ର ଉପରେ ଆଧାରିତ। ପଞ୍ଚର ଅର୍ଥ ପାଞ୍ଚ ଏବଂ ପକ୍ଷୀମାନେ ବିହଙ୍ଗ। ଏହି ପଞ୍ଚପକ୍ଷୀ ପ୍ରଣାଳୀର ବୈଦିକ ଜ୍ୟୋତିଷ ଶାସ୍ତ୍ରର ପଞ୍ଚଭୂତ (ପାଞ୍ଚ ତତ୍ତ୍ୱ) ମଧ୍ୟରେ କେତେକ ସାଦୃଶ୍ୟ ରହିଛି। ଏହା ବିଶ୍ୱାସ ରହିଛି ଯେ ପଞ୍ଚ ପକ୍ଷୀଙ୍କ ଦ୍ୱାରା ପଞ୍ଚତତ୍ତ୍ୱକୁ ସୂଚିତ କରାଯାଇଥାଏ। ଯାହାକି ସବୁ ମଣିଷଙ୍କର ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ। ଏହି ପଞ୍ଚ ପକ୍ଷୀ ନିର୍ଦ୍ଦିଷ୍ଟ କ୍ରମରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି ଓ ଦିନ ତଥା ରାତିରେ ତାଙ୍କର ଶକ୍ତି ବିକିରିତ କରିଥାନ୍ତି।
ଗ୍ରହମାନଙ୍କର ସ୍ଥିତି, ଗ୍ରହମାନଙ୍କର ଗୁଣାତ୍ମକ ମାନ, ମୁହୂର୍ତ୍ତର ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ଗୁଣ, ଦିନ ଏବଂ ରାତିର ଅବଧି, ଅବିକଳ ରାହୁ କାଳ, ଗୁଲିକାକାଳ, ନାଝିକା-ବିନାଝିକା ରୂପାନ୍ତରଣ କେବଳ ଷ୍ଟାରକ୍ଲକ ଭିଏକ୍ସର ଅତ୍ୟନ୍ତ ଉପାଦେୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ କେତୋଟି। ଆପଣଙ୍କୁ ମଧ୍ୟ ଚାହୁଁଥିବା ସଠିକ୍ ମୁହୂର୍ତ୍ତ ପାଇଁ ଗ୍ରହମାନଙ୍କର ସ୍ଥିତି ନିୟନ୍ତ୍ରଣ କରିପାରିବେ।
Operating system: Windows 98/ME/2K/XP/Vista, Windows 7, 8, 10 - 32 & 64 bit, minimum 256 MB RAM & 100 MB HDD space
StarClock ME Ultimate - Mobile Astrology Software for Astrologers
StarClock Plus - Jyotish Software for Astrologers
AstroPack SM - AstroPack 1.0 + SoulMate 10.0
LifeSign Home 12.5 - Horoscope Software Home Edition
This mobile astrology software includes Horoscope Matching,Prasna, Muhurtha and lots more. Available in Android and Java.
*Requires Android 2.2 & above
This Jyotish Software provides precise in-depth astrology calculations & muhurtha, ideal for astrologers & astrology students.